ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ପୁଡିଂ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ପୁଡିଂ’

ଆବଶ୍ୟକ ସାମଗ୍ରୀ:  ବ୍ରେଡ୍‌, ଲହୁଣୀ, କ୍ଷୀର, ଚିନି, ଗୁଜୁରାତି ଗୁଣ୍ଡ, କିସ୍‌ମିସ୍‌, ଅଣ୍ଡା ଓ କ୍ରିମ୍‌ ।

ପ୍ରସ୍ତୁତି ପ୍ରଣାଳୀ: ବ୍ରେଡ୍‌ରେ ଭଲ ଭାବେ ଲହୁଣୀ ଲଗାଇ ଏକ ପ୍ଲେଟ୍‌ରେ ସଜାଇ ରଖନ୍ତୁ । କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ୍‌, ଚିନି ଏବଂ କିସ୍‌ମିସ୍‌ ପକାଇ କିଛି ସମୟ ଗୋଳାନ୍ତୁ । ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଅଣ୍ଡା ଫେଣ୍ଟି ପକାନ୍ତୁ । ଲଗାତାର ଗୋଳାନ୍ତୁ, ଯେମିତି ତଳେ ଲାଗି ନ ଯାଏ । ଏବେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ୍‌ ଉପରେ ଢାଳନ୍ତୁ । ଥଣ୍ଡା ହୋଇଗଲା ପରେ ଫ୍ରିଜ୍‌ରେ ଘଣ୍ଟାଏ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ଥଣ୍ଡା ଥଣ୍ଡା ଖାଆନ୍ତୁ ।



from Odisha Reporter http://bit.ly/2G6bujb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages