ଆଈ ସହ ବିଲକୁ ଯାଉଥିବା ବେଳେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଆଈ ସହ ବିଲକୁ ଯାଉଥିବା ବେଳେ…

minor boy killed in an accident in rayagada

କଲ୍ୟାଣସିଂପୁର(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବେଳକଣା ଗାଁରେ ବାଇକ୍ ଧକ୍କାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିର୍ଦ୍ଧଋଷି ସିଂ। ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରାମଜିପୁଟରେ। ତାଙ୍କୁ ଗୁରୁତର ଅବସ୍ଥାରେ ସକରପାଇ ପ୍ରାଥମିକ ଚିକତ୍ସାକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳେ ସିର୍ଦ୍ଧଋଷି ଆଈମାଙ୍କ ସହିତ ଧାନ ବିଲକୁ ଯାଉଥିଲା। ଏ ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଅଜା ଘରେ ଏକ ବାହାଘର ଥିବାରୁ ସିର୍ଦ୍ଧଋଷି ବାପାମା’ଙ୍କ ବେଳକଣା ଆସିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2BNpeeP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages