ଏହି ଅଭିନେତ୍ରୀଙ୍କୁ ନିଜ ରକ୍‌ଷ୍ଟାର ମାନନ୍ତି ରଣବୀର ସିଂ, ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଏହି ଅଭିନେତ୍ରୀଙ୍କୁ ନିଜ ରକ୍‌ଷ୍ଟାର ମାନନ୍ତି ରଣବୀର ସିଂ, ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ranveer

ମୁମ୍ବାଇ: ରଣବୀର ସିଂ ଅଭିନୟ ସହ ନିଜର ଅଜବ ଫ୍ୟାସନ୍‌ ଷ୍ଟାଇଲ୍‌ ଯୋଗୁ ସବୁବେଳେ ଚର୍ଚ୍ଚାର ରୁହନ୍ତି। ସେ ଏମିତି ସବୁ ପୋଷାକ ପିନ୍ଧନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏବେ କିନ୍ତୁ ସେ ନିଜ ଫ୍ୟାସନ୍‌ ଯୋଗୁ ଚର୍ଚ୍ଚାରେ ନାହାନ୍ତି। ନିକଟରେ ସେ ଏମିତି ଏକ କଥା କହିଛନ୍ତି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ।

ରଣବୀର କୁହନ୍ତି, ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସେ ରାଖୀ ସାୱନ୍ତଙ୍କୁ ରକ୍‌ଷ୍ଟାର ବୋଲି ମାନନ୍ତି।

ରିପୋର୍ଟ୍‌ ଅନୁଯାୟୀ ଏକ ସାକ୍ଷାତକାରରେ ତାଙ୍କୁ ପ୍ରସ୍ନ କରାଯାଇଥିଲା ଯେ, ସେ ଇଣ୍ଡଷ୍ଟ୍ରୀରେ କାହାକୁ ରକ୍‌ଷ୍ଟାର ମାନିବେ। ଯାହାର ଉତ୍ତରରେ ରଣବୀର ରାଖୀଙ୍କ ନାଁ କହିଥିଲେ। ସେ କହିଥିଲେ ରାଖୀ କୁଆଡେ ତାଙ୍କୁ ଭାରି ପସନ୍ଦ।

rakhhiସେହି ସାକ୍ଷାତକାରେ ବୀର ସିଂହ କହିଥିଲେ ଯେ, ସେ ପତ୍ନୀ ଦୀପିକା ପାଦୁକୋନ୍‌ଙ୍କ ପରି ତାଙ୍କ ଭଉଣୀ ରିତିକା ଭବନାନୀଙ୍କର ବି ଖୁବ୍‌ ନିକଟତର।  ରଣବୀର କହିଥିଲେ ସେ ଯେମିତି ନିଜକୁ ଜାଣନ୍ତି ଏମିତି ଆଉ କେହିବି ତାଙ୍କୁ ଜାଣିନଥାନ୍ତି। ସୂଚନାଯୋଗ୍ୟ ଯେ, ରଣବୀର ସିଂହ ଏବେ ତାଙ୍କ ଫିଲ୍ମ ଗଲିବୟର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଯାହା ଫେବୃଆରୀ ୧୪ରେ ରିଲିଜ୍‌ ହେବ। ଏହା ପରେ ସେ କପିଲ୍‌ ଦେବ୍‌ଙ୍କ ଜୀବନୀ ଫିଲ୍ମ‘୮୩’ର ଶୁଟିଂ ଆରମ୍ଭ କରିବେ।

 



from Odisha Reporter http://bit.ly/2I9i7TA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages