୨୫ ବର୍ଷିୟା ଯୁବତୀଙ୍କୁ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରୁଥିଲେ ୧୯ ବର୍ଷିୟା ଯୁବତୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

୨୫ ବର୍ଷିୟା ଯୁବତୀଙ୍କୁ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରୁଥିଲେ ୧୯ ବର୍ଷିୟା ଯୁବତୀ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ପର୍ଯ୍ୟାୟରୁ ହଟାଯିବା ପରେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଚକିତ ହେବେ। ଜଣେ ୨୫ ବର୍ଷିୟା ଯୁବତୀଙ୍କୁ ଆଉ ଜଣେ ୧୯ ବର୍ଷିୟା ଯୁବତୀ ଏକ ଅତ୍ୟାଧୁନିକ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏବେ ପୋଲିସ ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିଛି।

ଧାରା ୩୭୭ ବେଆଇନ୍‌ ଘୋଷିତ ହେବା ପରେ ଦେଶରେ ଏହା ସର୍ବପ୍ରଥମ ଘଟଣା ବୋଲି ମଧ୍ୟ କୁହାଯାଉଛି।

ପୂରା ଘଟଣା ଏମିତି

ଘଟଣାଟି ଗତ ବର୍ଷ ସେପ୍ଟେମ୍ବର ମାସରେ ଘଟିଥିଲା। ଦିଲ୍ଲୀ ଗୁରଗାଓଁରେ ଏକ ଆଇଟି ଫାର୍ମରେ କାମ କରୁଥିବା ଶତାଦ୍ଦୀ(ଛଦ୍ମନାମ)ନାମକ ଜଣେ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ସୀମାପୁରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ରାହୁଲ, ରୋହିତ ଓ ଅନ୍ୟଜଣେ ଯୁବକ(ନାଁ ହସ୍ତଗତ ହୋଇପାରି ନାହିଁ)ଙ୍କୁ ଗିରଫ କରିଥିଲା। ହେଲେ ପୀଡିତା ଏକ ଚାଞ୍ଚଲ୍ୟକର ବୟାନ୍‌ ଦେଇଥିଲେ। ଯେଉଁଥିରେ ଏହି ଯୁବକମାନଙ୍କ ବ୍ୟତୀତ ଜଣେ ୧୯ ବର୍ଷିୟା ଯୁବତୀ ସେକ୍ସ ଟୟ୍‌ ମାଧ୍ୟମରେ ତାଙ୍କୁ ଯୌନ୍‌ ଉତ୍ପୀଡନ ଦେଇଥିଲେ ବୋଲି ସେ କହିଥିଲେ। ଏହି ଅଭିଯୋକଗୁ ଆଧାର କରି ପୁଲିସ୍‌ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି।



from Odisha Reporter http://bit.ly/2DTGK2q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages