ଇଣ୍ଡିଆ ‘ଏ’ର ଅଧିନାୟକ ହେଲେ ରାହୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଇଣ୍ଡିଆ ‘ଏ’ର ଅଧିନାୟକ ହେଲେ ରାହୁଲ୍‌

ନୂଆଦିଲ୍ଲୀ: ଆଜି ବିସିସିଆଇର ଚୟନ କମିଟି ଇଣ୍ଡିଆ ‘ଏ’ ଓ ଅବଶିଷ୍ଟ ଭାରତ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଅଭିଜ୍ଞ ଖେଳାଳି କେଏଲ୍‌ ରାହୁଲଙ୍କୁ ଇଣ୍ଡିଆ ‘ଏ’ର ଅଧିନାୟକ କରାଯାଇଥିବା ବେଳେ ଅଜିଙ୍କ୍ୟ ରାହଣେ ଅବଶିଷ୍ଟ ଭାରତର ନେତୃତ୍ୱ ନେବେ ବୋଲି ବିସିସିଆଇ କହିଛି।

ଇଣ୍ଡିଆ ‘ଏ’ ଆସନ୍ତା ୧୩ରୁ ଇଂଲଣ୍ଡ ଲାୟନ୍ସ ବିରୋଧରେ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବ। ସେହିପରି ଅବଶିଷ୍ଟ ଭାରତ ୧୨ରୁ ୧୬ ଯାଏ ରଣଜୀ ଚାମ୍ପିୟନ ବିଦର୍ଭ ସହ ଇରାନୀ କପ୍‌ ଖେଳିବ।

ଇଣ୍ଡିଆ ଏ’ ସ୍କ୍ୱାଡ: କେଏଲ୍‌ ରାହୁଲ(ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ୍‌, ପ୍ରିୟଙ୍କ ପଞ୍ଚଲ, ଅଙ୍କିତ ବାୱେନ, କରୁଣ ନାୟର, ରିକି ଭୁଇ, ସିଦ୍ଧେଶ ଲାଡ, କେଏସ୍‌ ଭାରତ(ୱି), ଶାହାବାଜ ନଦୀମ, ଜଲେଜା ସକ୍ସେନା, ମୟଙ୍କ ମାର୍କଣ୍ଡେ, ଶର୍ଦ୍ଦୁଲ ଠାକୁର, ନଭଦୀପ ସାଇନି ଓ ବରୁଣ ଅରୁନ।

ଅବଶିଷ୍ଟ ଭାରତ: ଅଜିଙ୍କ୍ୟ ରାହଣେ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ ସିଂହ, ହନୁମା ବିହାରୀ, ଶ୍ରେୟସ ଆୟର, ଈଶାନ କିଷାନ(ୱି), କ୍ରିଷ୍ଣାନାପ୍ପା ଗୌଥମ, ଧର୍ମେନ୍ଦ୍ର ସିଂହ ଜାଡେଜା, ରାହୁଲ ଚହର, ଅଙ୍କିତ ରାଜପୁତ, ତନବୀର ଉଲ-ହକ, ରୋନିତ ମୋରେ, ସନ୍ଦୀପ ୱାରିୟର, ରିଙ୍କୁ ସିଂହ ଓ ସ୍ନେଲ ପଟେଲ।



from Odisha Reporter http://bit.ly/2UHeVQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages