୫ ମାସ ପରେ ସମ୍ୱଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

୫ ମାସ ପରେ ସମ୍ୱଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ୫ ମାସ ପରେ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌। ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ସ୍ୱଭାବିକ ହେବ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲୁଥିବା ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ସମସ୍ତ ସରକାରୀ କାର୍ଯ୍ୟାଳୟ। ଆଜି ବସିଥିବା ଜିଲ୍ଲା ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ସେପ୍ଟେମ୍ୱର ୫ରୁ ବନ୍ଦ ଥିବା ସରକାରୀ କାର୍ଯ୍ୟାଳୟ ଖୋଲିବ।

ହେଲେ ପୂର୍ବ ଭଳି ସମ୍ବଲପୁରରେ କୋର୍ଟ, କଚେରୀ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ସରକାରୀ କାର୍ଯ୍ୟଳୟ ବନ୍ଦ ରହିବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।



from Odisha Reporter http://bit.ly/2SFAhBl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages