ବୋମା ଫିଙ୍ଗି ଲୁଟି ନେଲେ ଲକ୍ଷେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ବୋମା ଫିଙ୍ଗି ଲୁଟି ନେଲେ ଲକ୍ଷେ ଟଙ୍କା

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ଆଜି ନୟାଗଡ଼ରେ ଦିନ ଦ୍ୱି’ପହରରେ ବୋମା ପକାଇ ଲୁଟ୍‌ ହୋଇଛି। ଏଲ୍‌ ଆଣ୍ଡ୍‌ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନରସିଂହପୁରରୁ ଏକ ଭ୍ୟାନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କା ଧରି ନାୟାଗଡ଼ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଦୁଇଟି ପଲ୍‌ସରରେ ୪ରୁ ୫ ଜଣ ଯୁବକ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ। ଏହାପରେ ଦୁର୍ବୃତ୍ତମାନେ ଗାଡ଼ିରେ ଥିବା ସମସ୍ତ ଟଙ୍କା ଲୁଟି ନେଇ ଯାଇଥିଲେ। ବୋମା ମାଡ଼ରେ ଗାଡ଼ିରେ ଥିବା ଗନ୍‌ମ୍ୟାନ୍‌ ଆହତ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।



from Odisha Reporter http://bit.ly/2UPhwYs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages