
କୋରାପୁଟ : (ଓଡ଼ିଶା ରିପୋର୍ଟର):କୋରାପୁଟରେ କଂଗ୍ରେସ୍ ପ୍ରାର୍ଥୀଙ୍କ କାର୍ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
ରାସ୍ତାରେ ତନଖି ବେଳେ କାର୍ ଭିତରୁ ପୁଲିସ୍ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।
from Odisha Reporter https://ift.tt/2Tsr22E
No comments:
Post a Comment