
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ। ଆଜି ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ।
ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ଦଳ ପକ୍ଷରୁ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ ବହୁ ସମର୍ଥକ ଏକ ବାଇକ୍ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ପରେ ମୁଖ୍ୟ ଗେଟ୍ରେ ତାଲା ପକାଇ ନାରାବାଜି ଦେବା ପରେ କାର୍ଯ୍ୟାଳୟ ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।
from Odisha Reporter https://ift.tt/2TTpJ1V
No comments:
Post a Comment