ଜାମ୍ପା ଓ ଷ୍ଟୋଇନିସ୍‌ଙ୍କ ‘ପ୍ରେମ’ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଜାମ୍ପା ଓ ଷ୍ଟୋଇନିସ୍‌ଙ୍କ ‘ପ୍ରେମ’ ଭିଡିଓ ଭାଇରାଲ

ଦୁବାଇ: ଅଷ୍ଟ୍ରେଲିଆର ଦୁଇ ଷ୍ଟାର କ୍ରିକେଟର ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଇନିସ୍‌ ପରସ୍ପରକୁ ଭଲ ପାଉଛନ୍ତି। ସେମାନେ କ’ଣ ସମଲିଙ୍ଗୀ? ଦୁଇ ଜଣଙ୍କ ଏକ ପ୍ରେମ ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ କଙ୍ଗାରୁ ଟିମ୍‌ର ଡ୍ରେସିଂ ରୁମ୍‌ରୁ ଏଭଳି ଭିଡିଓ ସାମ୍ନାକୁ ଆସିଛି।

ପାକିସ୍ତାନ ଦେଇଥିବା ୨୮୧ ରନ୍‌ ଟାର୍ଗେଟର ପିଛା କରୁଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି ଥିବା ବେଳେ ଦଳର ଅନ୍ୟ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ବସିଥିଲେ। ଏହି ସମୟରେ ଷ୍ଟୋଇନିସ୍‌ ଏବଂ ଜାମ୍ପା ଏକାଠି ବସିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଷ୍ଟୋଇନିସ୍‌ ଜାମ୍ପାଙ୍କୁ ଗେଲ କରିବାକୁ ଚେଷ୍ଟା କରିଥିଲେ।

ଏହାପରେ ସେ ଜାମ୍ପାଙ୍କ ନିକଟକୁ ବେଶ ସତର୍କତାର ସହ ଘୁଞ୍ଚିଘୁଞ୍ଚି ଯାଇଥିଲେ। ଜାମ୍ପା ତାଙ୍କ ମୁଣ୍ଡ ଓ କାନକୁ ଆଉଁଷି ଥିଲେ। ଏହି ମୁଣ୍ଡ ଆଉଁଷିବା ବେଳେ ଷ୍ଟୋଇନିସ୍‌ ଜାମ୍ପାଙ୍କ ହାତକୁ ଧରି ଗେଲ କରିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2WkFZ92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages