ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି। ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ପକ୍ଷରୁ ଏକ ପଲିସିକୁ ନେଇ ଯେଉ ବିଜ୍ଞପ୍ତି  ପ୍ରକାଶ ପାଇଛି ତାକୁ ବିରୋଧ କରିଛି ବିଜେଡି। ରେଳବାଇ ବିଦ୍ୟୁତୀକରଣ ବିଭାଗକୁ ଓଡିଶାରୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ବିଜେଡି ବିରୋଧ କରିଛି ।

ମାର୍ଚ୍ଚ ୧୦ ତାରିଖରୁ ଆଚରଣ ବିଧି ଲାଗୁ ହୋଇଥିବା ସ୍ଥଳେ ମାର୍ଚ୍ଚ ୧୩ ତାରିଖରେ  ରେଳବିଭାଗ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ହେଉଛି ଆଚରଣ ବିଧିର ଖୋଲାଖୋଲି ଉଲଘଂନ ବୋଲି  ଦାବି କରିଛି ବିଜେଡି।



from Odisha Reporter https://ift.tt/2UBr6yI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages