ଏବେ ଏୟାର ଇଣ୍ଡିଆ ସଦସ୍ୟ ‘ଜୟ ହିନ୍ଦ’ କହିବାକୁ ବାଧ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଏବେ ଏୟାର ଇଣ୍ଡିଆ ସଦସ୍ୟ ‘ଜୟ ହିନ୍ଦ’ କହିବାକୁ ବାଧ୍ୟ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ପ୍ରତିଟି ସୂଚନା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଓ ସଦସ୍ୟ ‘ଜୟହିନ୍ଦ’ କହିବେ। ଏନେଇ ଆଜି ଏୟାର ଇଣ୍ଡିଆ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ତତ୍କାଳ ଭିତ୍ତିରେ ଏହି ନିୟମ ଲାଗୁ କରାଯାଇଛି। ଲୋକଙ୍କ ମନରେ ଦେଶାତ୍ମକବୋଧ ଭାବ ଜାଗ୍ରତ କରିବାକୁ ଏୟାର ଇଣ୍ଡିଆ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ଡାଇରେକ୍ଟର ଅପ୍‌ ଅପରେସନ୍‌ ଅମିତାଭ ସିଂହ କହିଛନ୍ତି, “ ତତ୍କାଳ ଭିତ୍ତିରେ ସମସ୍ତ କ୍ରୁ ମାନେ ପ୍ରତିଟି ଘୋଷଣା ପରେ ଏବଂ ନିୟମିତ ବ୍ୟବଧାନରେ ଜୟହିନ୍ଦ କହିବେ।”
୨୦୧୬ ମେ’ ମାସରେ ତତ୍କାଳୀନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ପାଇଲଟମାନଙ୍କୁ ଜୟହିନ୍ଦ କହିବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2tOtczi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages