ଅବୈଧ ହୋଇଯିବ ପ୍ୟାନ୍ କାର୍ଡ, ଆଧାର ସହ ସଂଯୋଗ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଅବୈଧ ହୋଇଯିବ ପ୍ୟାନ୍ କାର୍ଡ, ଆଧାର ସହ ସଂଯୋଗ କରନ୍ତୁ

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନକଲେ ଅବୈଧ ହୋଇଯିବ ପ୍ୟାନ୍ କାର୍ଡ। ୩୧ ମାର୍ଚ୍ଚ ୨୦୧୯ ହେଉଛି ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ସଂଯୋଗ କରିବାର ଶେଷ ତାରିଖ। ଆୟକର ଆଇନ ୧୩୯ଏଏ ଅନୁଯାୟୀ ଯଦି ଏହି ସଂଯୋଗ କରା ନଯାଏ ତାହେଲେ ପ୍ୟାନ୍ କାର୍ଡ ବେକାର ହୋଇଯିବ।

ଗତବର୍ଷ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନହୋଇଥିବା କାରଣରୁ କେନ୍ଦ୍ର ସରକାର ୧୧ ଲକ୍ଷ ୪୪ ହଜାର ପ୍ୟାନ୍ କାର୍ଡ ବାତିଲ କରିଦେଇଥିଲେ ।

ବ୍ୟାଙ୍କରେ ନେଣଦେଣ ପାଇଁ ପ୍ୟାନ୍ କାର୍ଡ ଅପରିହାର୍ଯ୍ୟ ଅଟେ। ଯଦି ପ୍ୟାନ୍ କାର୍ଡର ବୈଧତା ନ ରହେ, ତାହେଲେ ଆପଣ ଆୟକର ଭରିପାରିବେ ନାହିଁ କି ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିପାରିବେ ନାହିଁ।



from Odisha Reporter https://ift.tt/2Tpwh8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages