
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଅପରେସନ ଥିଏଟରରେ ନିଆଁ ଲାଗିଯାଇଛି। ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ୪ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ଥିବା ଜଣାପଡ଼ିଛି।
ତେବେ ଚିକିତ୍ସିତ ରୋଗୀଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ତେବେ ନିଆଁ କିଭଳି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
from Odisha Reporter https://ift.tt/2Fx9yyz
No comments:
Post a Comment