ପାକିସ୍ତାନୀ ଝିଅକୁ ବାହାହେଲେ ହରିଆଣା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ପାକିସ୍ତାନୀ ଝିଅକୁ ବାହାହେଲେ ହରିଆଣା ପୁଅ

ପଟିଆଲା: ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଚାଲିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଭୟ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି । ଶିଖ ପରମ୍ପରା ଆଧାରରେ ଉଭୟ ବିବାହ କରିଥିବା ସୂଚନା ରହିଛି ।

ପିଟିଆଲା ଗୁରୁଦ୍ବାର ଉଭୟଙ୍କ ବିବାହକୁ ନେଇ ଏକ ବାହାଘର ସାର୍ଟିଫିକେଟ ଜାରି କରିଛି । ହରିଆଣାର ପରୱିନ୍ଦରକୁ ବିବାହ କରିଥିବାରୁ ସେ ଖୁସି ବୋଲି ସରଜିତ କହିଛନ୍ତି ।

ସରଜିତ ହିନ୍ଦୁ ସମ୍ପ୍ରଦାୟର, ତାଙ୍କ ଘର ପାକିସ୍ତାନର ସିଅଲକୋଟ ଜିଲ୍ଲାରେ । ତାଙ୍କର ବାପା ମାଆ ଏପରି ବାହାଘର କରାଇଥିବା ସରଜିତ କହିଛନ୍ତି ।



from Odisha Reporter https://ift.tt/2UukXnF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages