
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଆଜି ବିଜେଡିର ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ନଜର ପକାନ୍ତୁ କେଉଁ ଆସନଲାଗି କାହା ନାମ ଘୋଷଣା ହୋଇଛି।
ସମ୍ବଲପୁର- ରାସେଶ୍ୱରୀ ପାଣିଗ୍ରାହୀ
ରେଢ଼ାଖୋଲ- ରୋହିତ ପୂଜାରୀ
ବ୍ରଜରାଜନଗର- କିଶୋର ମହାନ୍ତି
ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
ଝରିଗାଁ- ପ୍ରକାଶ ଚନ୍ଦ୍ର ମାଝୀ
ବଲାଙ୍ଗିର- ଅର୍କେଶ ନାରାୟଣ ସିଂହଦେଓ
ପଟାଙ୍ଗି-ପ୍ରୀତମ ପାଢ଼ୀ
ମାଲକାନଗିରି-ମୁକୁନ୍ଦ ସୋଢ଼ୀ
ଲୋଇସିଂହା-ପ୍ରଦୀପ ବେହେରା
from Odisha Reporter https://ift.tt/2URaMtz
No comments:
Post a Comment