ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ; ପଢ଼ନ୍ତୁ ପୂରା ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ; ପଢ଼ନ୍ତୁ ପୂରା ତାଲିକା

jpnadda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯାଇଛି, ତା’ର ଏକ ତାଲିକା ନିମ୍ନରେ ଦିଆଯାଇଛି।

ପଦ୍ମପୁର- ପ୍ରଦୀପ ପୁରୋହିତ
ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ
ଅତାବିରା- ମିଲନ ସେଠ୍‌
ବ୍ରଜରାଜନଗର- ରାଧାରାଣୀ ପଣ୍ଡା
ତଳସରା- ଭବାନୀ ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ୍‌
ରଘୁନାଥପାଲି- ଜଗବନ୍ଧୁ ବେହେରା
ରାଉରକେଲା- ନିହାର ରାୟ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
ବଣାଇ- ଅନୀଲ ବାର୍ତ୍ତା
କୁଚିଣ୍ଡା- ରବି ନାରାୟଣ ନାୟକ
ରେଙ୍ଗାଲି- ନାଉରି ନାୟକ
ସମ୍ୱଲପୁର- ଜୟନାରାୟଣ ମିଶ୍ର
ତେଲକୋଇ- ଧନୁଜୟ ସିଦ୍ଧୁ
ଘସିପୁରା- ପୃଥ୍ୱୀରାଜ କହଁର
ଆନନ୍ଦପୁର- ଭାଗୀରଥି ସେଠି
ପାଟଣା- ଭବାନୀ ଶଙ୍କର ନାୟକ
କେନ୍ଦୁଝର- ମୋହନ ମାଝି
ଯଶୀପୁର- ଗଣେଶରାମ୍‌ ଖୁଣ୍ଟିଆ
ସାରସକଣା- ଡ. ବୁଧାନ ମୁର୍ମୁ
ବାଙ୍ଗିରିପୋଷି- ସୁକୁଡ଼ା ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ୍‌
ଜଳେଶ୍ୱର- ଜୟ ନାରାୟଣ ମହାନ୍ତି
ବାଲେଶ୍ୱର- ମଦନମୋହନ ଦତ୍ତ
ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
ସୋର- ରାକେଶ ମଲ୍ଲିକ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ
ଧାମନଗର- ବିଷ୍ଣୁ ସେଠୀ
ଚାନ୍ଦବାଲି- ମନମୋହନ ସାମଲ
ବିଞ୍ଝାରପୁର- ବବିତା ମଲ୍ଲିକ
ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ତୁଷାର ପରିଡ଼ା
ଯାଜପୁର- ଗୌତମ ରାୟ
କୋରେଇ- ବିଶ୍ୱଜିତ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
ହିନ୍ଦୋଳ- ଅଶୋକ ନାୟକ
କାମାକ୍ଷାନଗର- ଶତ୍ରୁଘ୍ନ ଜେନା
ପରଜଙ୍ଗ- ବିଭୁତି ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳନ୍ଦି ସାମଲ
ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର
ପିପିଲି- ଅଶ୍ରିତ ପଟ୍ଟନାୟକ
ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର (ଏକାମ୍ର)- ବାବୁ ସିଂହ
ଖୋର୍ଦ୍ଧା- କାଳୁଖଣ୍ଡାୟତ ରାୟ
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର- ସୁରମା ପାଢ଼ୀ
ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ
ନୟାଗଡ଼-ଇରାନୀ ରାୟ
ଭଞ୍ଜନଗର- ପ୍ରଦ୍ୟୁମ୍ନ ନାୟକ
ପୋଲାସରା- ଗୋକୁଳାନନ୍ଦ ମଲ୍ଲିକ
ଖଲ୍ଲିକୋଟ- ଭାରତୀ ବେହେରା
ସାନଖେମୁଣ୍ଡି- ବିଜୟ ସ୍ୱାଇଁ
ଗୋପାଳପୁର- ବିଭୁତି ଜେନା
ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ
ପାରଳାଖେମୁଣ୍ଡି- କେ.ନାରାୟଣ ରାଓ
ବିଷମ କଟକ- ଶିବଶଙ୍କର ଉଲ୍ଲାକା
ଲକ୍ଷ୍ମୀପୁର- କୁମୁଦା ସାଉନ୍ତ
କୋଟପାଡ଼- ଖଗେଶ୍ୱର ପୂଜାରୀ
ପଟାଙ୍ଗୀ- ରାମଚନ୍ଦ୍ର ପାଙ୍ଗୀ
ମାଲକାନଗିରି- ଆଦିତ୍ୟ ମାଢ଼ି
ଅନୁଗୋଳ- ପ୍ରତାପ ପ୍ରଧାନ
ଛେଣ୍ଡିପଦା- ଅଗସ୍ତି ବେହେରା
ଲୋଇସିଂହା- ମୁକେଶ ମହାଲିଙ୍ଗ୍
ପାଟଣାଗଡ଼- କନକ ବର୍ଦ୍ଧନ ସିଂହଦେଓ
ଟିଟିଲାଗଡ଼- ଅଶୋକ ଦୋରା
କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍‌
ଖରିଆର୍‌- ରୀତାରାଣୀ ବଗର୍ତି
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀ ମାଝି
ଲାଞ୍ଜିଗଡ଼- ରମେଶ ମାଝି
ଜୁନାଗଡ଼- ମନୋଜ ମେହେର
ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ
ନର୍ଲା- ଅନିରୁଦ୍ଧ ପ୍ରଧାନ
ବାଲିଗୁଡ଼ା- କରେନ୍ଦ୍ର ମାଝି
ଜି.ଉଦୟଗିରି- ଅର୍ଚ୍ଚନା ପ୍ରଧାନ
କଣ୍ଟାମାଳ- କହ୍ନେଇ ଡଙ୍ଗ
ବୌଦ୍ଧ- ସୁଶାନ୍ତ ପ୍ରଧାନ
ବଡ଼ମ୍ବା- ବିଜୟ କୁମାର ଦଳବେହେରା
ବାରବାଟୀ କଟକ- ସମୀର ଦେ
ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି
କଟକ ସଦର- ଦିଲ୍ଲୀପ ମଲ୍ଲିକ
ସାଲେପୁର- ପ୍ରକାଶ ବେହେରା
ମାହାଙ୍ଗା- ସର୍ଦ୍ଦାର ପ୍ରଧାନ
ଆଳି- ଦୋଳ ଗୋବିନ୍ଦ ନାୟକ
ରାଜନଗର- ଅଲେଖ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ବାଲିକୁଦା-ଏରସମା- ଦାମୋଦର ରାଉତ
ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର
କାକଟପୁର- ତୁଷାରକାନ୍ତି ବେହେରା
ନିମାପଡ଼ା- ପ୍ରଭାତି ପରିଡ଼ା
ବ୍ରହ୍ମଗିରି- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର



from Odisha Reporter https://ift.tt/2Okmc6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages