ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ

gold

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ଗତକାଲି ବିମାନବନ୍ଦରରୁ ଜଣେ ମହିଳା ଯାତ୍ରୀଙ୍କଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି।

ଦୁବାଇରୁ ଆସୁଥିବା ଏହି ମହିଳାଙ୍କଠାରୁ କଷ୍ଟମ୍‌ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଅଧିକାରୀମାନେ ୭୦୭ ଗ୍ରାମ୍‌ ଓଜନର ସୁନା ଜବତ କରିଛନ୍ତି। ସେହି ମହିଳାଙ୍କୁ ଅଟକ ରଖାଯାଇଛି। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି।

ମହିଳା ଜଣକ ଏୟାର ଇଣ୍ଡିଆ ବିମାନ ଯୋଗେ ଦୁବାଇରୁ ଆସୁଥିଲେ।



from Odisha Reporter https://ift.tt/2tMTbHg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages