ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ରୟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ରୟାଲ୍ସ

ଜୟପୁର: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚ କିଙ୍ଗସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ କିଙ୍ଗସ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଛି।

ଏହି ମ୍ୟାଚରେ ବିଦେଶ ଖେଳାଳି ଭାବେ ପଞ୍ଜାବ ଦଳରେ କ୍ରିସ ଗେଲ, ନିକୋଲାସ ପୁରାନ, ସାମ କୁରାନ ଓ ମୁଜୀବ-ଉର ରେହମାନ ସ୍ଥାନ ପାଇଥିବା ବେଳେ ରାଜସ୍ଥାନ ଦଳରେ ଜୋସ ବଟଲର, ଷ୍ଟିଭେନ ସ୍ମିଥ, ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ସ୍ଥାନ ପାଇଛନ୍ତି। ପଞ୍ଜାବ ପକ୍ଷରୁ ଗେଲ ଓ ଲୋକେଶ ରାହୁଲ ଇନିଂସ ଓପନ କରିବେ।

ପଞ୍ଜାବ: କ୍ରିସ ଗେଲ, ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ସର୍ଫରାଜ ଖାନ, ନିକୋଲାସ ପୁରାନ, ମନଦୀପ ସିଂହ, ସାମ କୁରାନ, ଆର ଅଶ୍ୱିନ (ଅଧିନାୟକ), ମହମ୍ମଦ ସାମି, ମୁଜୀବ-ଉର-ରେହମାନ, ଅଙ୍କିତ ରାଜପୁତ ।

ରାଜସ୍ଥାନ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଜୋସ ବଟଲର, ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ରାହୁଲ ତ୍ରିପାଠୀ, କେ ଗୌତମ, ଶ୍ରେୟସ ଗୋପାଲ, ଜୋଫ୍ରା ଆର୍ଚର, ଜୟଦେବ ଉନାଦକତ, ଧୱଲ କୁଲକର୍ଣ୍ଣି ।



from Odisha Reporter https://ift.tt/2Frrv08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages