ଜମ୍ମୁରେ ୩ ଜୈଶ-ଏ-ଆତଙ୍କବାଦୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଜମ୍ମୁରେ ୩ ଜୈଶ-ଏ-ଆତଙ୍କବାଦୀ ଗିରଫ

terrorist
ଶ୍ରୀନଗର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜମ୍ମୁରେ ୩ ଆତଙ୍କବାଦୀକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି। ଗିରଫ ହୋଇଥିବା ୩ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି।
 
ଗୁଇନ୍ଦା ସୂତ୍ରରୁ ଖବର ପାଇ ପୁଲିସ ଏହି ୩ ଆତଙ୍କବାଦୀକୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ତେବେ ଏହି ଆତଙ୍କବାଦୀଙ୍କର ଉଦ୍ଦେଶ୍ୟ କଣ ଥିଲା,  କିଏ ସେମାନଙ୍କୁ ପଠାଇଛି ଆଦି ବିଭିନ୍ନ ପ୍ରଶ୍ନକୁ ନେଇ ପୁଲିସ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।


from Odisha Reporter https://ift.tt/2HRVMbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages