ଜାଗୁଆର ସହ ସେଲଫି ମହଙ୍ଗା ପଡ଼ିଲା, କ୍ଷତାକ୍ତ ହେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଜାଗୁଆର ସହ ସେଲଫି ମହଙ୍ଗା ପଡ଼ିଲା, କ୍ଷତାକ୍ତ ହେଲେ ମହିଳା

ୱାଶିଂଟନ୍‌: ସେଲଫି ନିଶା କେତେ ଭୟଙ୍କର ହୋଇପାରେ, ତା’ର ଆଉ ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଆମେରିକାର ଆରିଜୋନା ଚିଡ଼ିଆଖାନାରେ ଜଣେ ମହିଳା ଗୋଟିଏ ଜାଗୁଆର ସହ ସେଲଫି ନେବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି।

‘ସନ୍‌’ରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣଙ୍କ ଚିଡ଼ିଆଖାନାରେ ଥିବା ବିଭିନ୍ନ ଜନ୍ତୁଙ୍କୁ ଦେଖୁଥିଲେ। ହେଲେ ହଠାତ୍‌ ସେ ଜାଗୁଆର ସହ ସେଲଫି ନେବା ପାଇଁ ତା’ର ଏନ୍‌କ୍ଲୋଜନର ମଧ୍ୟକୁ ବ୍ୟାରିକେଡ୍‌ ଡେଇଁ ଚାଲି ଯାଇଥିଲେ। ଏହି ସମୟରେ ଜାଗୁଆରଟି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସେ କ୍ଷତାକ୍ତ ହୋଇଥିଲେ ହେଁ ଚିଡ଼ିଆଖାନା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।



from Odisha Reporter https://ift.tt/2TtPe9H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages