୧୬ ଫୁଟ୍‌ ଲମ୍ୱର ଅହିରାଜ ଉଦ୍ଧାର, ପେଟରେ ଲାଗିଛି ଆଘାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

୧୬ ଫୁଟ୍‌ ଲମ୍ୱର ଅହିରାଜ ଉଦ୍ଧାର, ପେଟରେ ଲାଗିଛି ଆଘାତ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱରରୁ ୧୬ ଫୁଟ୍‌ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଡ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି।

ଗାଁ ନିକଟରେ ଆଜି ଅହିରାଜ ସାପଟି ଗର୍ଜନ କରୁଥିଲା। ତା’ ପେଟରେ ଗଭୀର ଆଘାତ ଲାଗି ଥିବାରୁ ସେ ଠିକ୍‌ରେ ଚଳପ୍ରଚଳ କରିପାରୁ ନ ଥିଲା। ଗାଁ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପରେ ୱାଇଲ୍ଡ ଲାଇଫ୍ ୱାଡେନ୍‌ ପ୍ରକାଶ ମର୍ଦ୍ଦରାଜ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନୀଳଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ସାପଟିକୁ ପୁନର୍ବାର ବନବିଭାଗ ସହାୟତାରେ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।



from Odisha Reporter https://ift.tt/2TM08qL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages