ବର୍ଦ୍ଦିର ଜୁଲମ୍: ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବର୍ଦ୍ଦିର ଜୁଲମ୍: ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼, ଦେଖନ୍ତୁ ଭିଡିଓ

କଟକ(ଓଡ଼ିଶା ରିପୋର୍ଟର):ପୁଣିଥରେ ସାମ୍ନାକୁ ଆସିଛି ବର୍ଦ୍ଦିର ଜୁଲମ୍ । ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିଛି ପୁଲିସ। କଟକ ପ୍ରେସ ଛକ ମାଛ ମାର୍କେଟର ଏହି ଘଟଣା ଘଟିଛି। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯୁବକ ଜଣକର ଭୁଲ ଏତିକି ଥିଲା ଯେ, ସେ ଗାଡ଼ିଟିକୁ ରାସ୍ତା ଉପରେ ରଖିଥିଲେ।

ଏତିକିରେ ପୁଲିସ ଅଧିକାରୀଙ୍କ ମୁଣ୍ଡକୁ ପିତ ଚଢିଯାଇ ଥିଲା । ତା’ପରେ ପୁଲିସ ବାବୁ ଜଣକ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଥିଲେ।



from Odisha Reporter https://ift.tt/2CxdUnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages