ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ପୁଣି ଧରାପଡ଼ିଲା ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି ଅବକାରୀ ବିଭାଗ। ତା’ ନିକଟରୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି।

ଏସ୍. ଉମାଶଙ୍କର ରାଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଏଠାରେ ଦୁଇ ବର୍ଷ ହେଲା ବିକ୍ରି କରୁଥିଲା। ଏଥିପାଇଁ ତାର କୋର୍ଡ ଓ୍ୱାର୍ଡ ରହିଥିଲା ‘ରସୁଣ’। ଜଣେ ଗ୍ରାହକ ‘ରସୁଣ’ କହିବା ମାତ୍ରେ ମିଳିଯାଉଥିଲା ପୁଡ଼ିଆ। ଯାହାର ଦାମ ୪୦୦ ଟଙ୍କା।



from Odisha Reporter https://ift.tt/2TDqyea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages