୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

CONGRESS

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ମିଳିଛି। ସେହିପରି ନିକଟରେ ଦଳରେ ମିଶିଥିବା ନବୀନ ନନ୍ଦଙ୍କୁ ବି ଟିକେଟ୍ ମିଳିଛି। ଜଟଣୀରୁ ଦଳର ପୁରୁଖା ନେତା ସୁରେଶ କୁମାର ରାଉତରାୟଙ୍କୁ ଟିକେଟ୍ ଦିଆଯାଇଛି।

ପଢ଼ି ନିଅନ୍ତୁ ପୂରା ତାଲିକା

ବିଜେପୁର- ରିପୁନାଥ ସେଠ

ଭଟଲି- ସରୋଜ ମହାପାତ୍ର

ଝାରସୁଗୁଡ଼ା-ମହେନ୍ଦ୍ର ନାଏକ

ତଳସରା-ପ୍ରଫୁଲ୍ଲ ମାଝି

ସୁନ୍ଦରଗଡ଼- ଅମିତା ବିଶ୍ୱାଳ

ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ

ରାଉରକେଲା- ମୁକ୍ତିକାନ୍ତ ବିଶ୍ୱାଳ

କୁଚିଣ୍ଡା- ଶୋଭାରାମ ପ୍ରଧାନ

ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ

ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ

ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍

ଦେବଗଡ଼- ଉମାଶଙ୍କର ସାହୁ

ଆନନ୍ଦପୁର-ଜୟଦେବ ଜେନା

କେନ୍ଦୁଝର- ବିଦ୍ୟାଧର ଦେହୁରୀ

ଚମ୍ପୁଆ- ଯଦୁମଣି ବାରିକ

କରଞ୍ଜିଆ- ସୁଦାମ ଚରଣ ନାଏକ

ଜଳେଶ୍ୱର- ସୁଦର୍ଶନ ଦାସ

ନୀଳଗିରି- ମନୋଜ ମଞ୍ଜରୀ ଦେବୀ

କୋରେଇ- ବନ୍ଦିତା ପରିଡା

ଢେଙ୍କାନାଳ- ନବୀନ ନନ୍ଦ

ପାଲଲହଡା- ସୁବ୍ରତ ଗଡ଼ନାୟକ

ତାଳଚେର- ସୁରେଶ ଚନ୍ଦ୍ର ବେହେରା

ଅନୁଗୋଳ- ବିପ୍ଳବ ଜେନା

ଛେଣ୍ଡିପଦା- ସସ୍ମିତା ବେହେରା

ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

ସୋନପୁର- ଚିତ୍ତରଞ୍ଜନ ମିଶ୍ର

ଲୋଇସିଂହା- ନବ କିଶୋର ନାଏକ

ଟିଟିଲାଗଡ଼- ସୁରେନ୍ଦ୍ର ସିଂ ଭୋଇ

କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା

ଉମରକୋଟ- ଯଶୋଦା ରାଣୀ ଗଣ୍ଡ

ଜୁନାଗଡ଼- ଅନୀଲ ସିଂହ ଦେଓ

ଭବାନୀପାଟଣା- ସାଗର ଚରଣ ଦାସ

ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ

ବାଙ୍କି- ଦେବାଶିଷ ପଟ୍ଟନାୟକ

ଆଠଗଡ଼- ଉମାବଲ୍ଲଭ ରଥ

କଟକ-ବାରବାଟୀ- ମହମ୍ମଦ ମୋକିମ୍

କଟକ ସଦର- ରତ୍ନାକର ବେହେରା

କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା

ଆଳି- ଦେବେନ୍ଦ୍ର ଶର୍ମା

ରାଜନଗର- ଅଂଶୁମାନ ମହାନ୍ତି

ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ

କାକଟପୁର- ବିଶ୍ୱଭୂଷଣ ଦାଶ

ବ୍ରହ୍ମଗିରି- ଉମାକାନ୍ତ ବରାଳ

ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ

ଏକାମ୍ର ଭୁବନେଶ୍ୱର- ରଶ୍ମୀରେଖା ମହାପାତ୍ର

ଜଟଣୀ- ସୁରେଶ କୁମାର ରାଉତରାୟ

ରଣପୁର- ଶୁଭଶ୍ରୀ ପଣ୍ଡା

ଖଲ୍ଲିକୋଟ- ଭୋକାଲି ସେଠୀ

ସୋରଡ଼ା- ସଂଗ୍ରାମ ମହାନ୍ତି

ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା

ପାରଳାଖେମୁଣ୍ଡି- କେ. ସୂର୍ଯ୍ୟା ରାଓ

ରାୟଗଡ଼ା- ଆପାଲସ୍ୱାମୀ କାଡ୍ରାକା

ଲକ୍ଷ୍ମୀପୁର- କୈଳାସ କୁଲେସିକା

କୋଟପାଡ଼- ଚନ୍ଦ୍ରଶେଖର ମାଝୀ



from Odisha Reporter https://ift.tt/2HNq9j1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages