ଭାରତ ବିପକ୍ଷରେ ଖ୍ୱାଜାଙ୍କ ଦ୍ୱିତୀୟ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଭାରତ ବିପକ୍ଷରେ ଖ୍ୱାଜାଙ୍କ ଦ୍ୱିତୀୟ ଶତକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟିମ୍ ଓପ୍ନର ଉସମାନ ଖ୍ୱାଜା ଭାରତ ବିପକ୍ଷରେ ଦ୍ବିତୀୟ ଶତକ ମାରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ମାରିଥିବା ଖ୍ୱାଜା ଫିରୋଜ ଶାହ କୋଟଲାରେ ମଧ୍ୟ ତିନିଅଙ୍କ ଛୁଇଁଛନ୍ତି।

ତେବେ ଶତକ ମାରିବା ପରେ ପରେ ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଛନ୍ତି। ଭ୍ରମଣକାରୀ ଦଳର ସ୍କୋର ୧୭୫ ଥିବା ବେଳେ ଖ୍ୱାଜା କୋହଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରାଞ୍ଚିରେ ସେ ୧୦୪ ରନ୍ କରିଥିବା ବେଳେ ମୋହାଲିରେ ୯୧ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। କୋଟଲାରେ ସେ ୧୦୬ ବଲରେ ୧୦ ଚୌକା ଓ ୨ ଛକା ସହ ୧୦୦ ରନ୍ କରିଛନ୍ତି।



from Odisha Reporter https://ift.tt/2VVHHgP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages