ଦୁଇଟି ସ୍ଥାନରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଦୁଇଟି ସ୍ଥାନରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ନିର୍ବାଚନ ପୂର୍ବରୁ ରାଜ୍ୟରେ ଟଙ୍କା ବର୍ଷା ହେଉଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ଟଙ୍କା ମିଳୁଛି। ଏହି କ୍ରମରେ ଆଜି ରାୟଗଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଫ୍ଲାଇଂ ସ୍କ୍ୱାଡ ୫ ଲକ୍ଷ ଟଙ୍କ। ଜବତ କରିଛି। ତେବେ ଏହି ଟଙ୍କ। କେଉଁଠୁ ଓ କାହିଁକି ଆସୁଥିଲା, ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଥିବା ନିର୍ବାଚନ ଅଧିକାରୀ ବି.ଏସ୍‌ ବଳିରାମ କହିଛନ୍ତି।

ପଦ୍ମପୁରରେ ଫ୍ଲାଇଂ ସ୍କ୍ୱାଡ ଫର୍ଣ୍ଣାଣ୍ଡିଜ ଏକ୍କାଙ୍କ ନେତୃତ୍ୱରେ ୨ ଲକ୍ଷ ୫୦ ହଜାର ଟଙ୍କ। ଜବତ କରାଯାଇଥିଲା। ସେହିପରି ରାୟଗଡ଼ା-ଗଜପତି ସୀମାନ୍ତ ଅଞ୍ଚଳରୁ ଫ୍ଲାଇଂ ସ୍କ୍ୱାଡ ନୀଳମାଧବ ମାଝୀଙ୍କ ନେତୃତ୍ୱରେ ୨ ଲକ୍ଷ ୫୦ ହଜାର ଟଙ୍କ। ଜବତ କରାଯାଇଥିଲା।



from Odisha Reporter https://ift.tt/2HNPKco

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages