ଟୁମକୁର ଆସନରୁ ଲଢ଼ିବେ ଦେବେଗୌଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଟୁମକୁର ଆସନରୁ ଲଢ଼ିବେ ଦେବେଗୌଡ଼ା

ବେଙ୍ଗାଲୁରୁ: ୨୦୧୪ ଭଳି ୨୦୧୯ରେ ମଧ୍ୟ ନିର୍ବାଚନ ଲଢ଼ିବେ ଜେଡିଏସ୍‌ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା। କିନ୍ତୁ ଏଥର ସେ ହାସନ ନିର୍ବାଚନମଣ୍ଡଳୀ ନୁହେଁ, ଟୁମକୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ କରି ଚଳିତ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମେଣ୍ଟ ଘୋଷଣା ପରେ ଦେବେଗୌଡ଼ା ତାଙ୍କର ହାସନ ଆସନକୁ ତାଙ୍କ ନାତି ପରଜାୱାଲ ରେଭାନ୍ନାଙ୍କୁ ଦେଇ ଦେଇଥିଲେ। ତେଣୁ ଦେବେଗୌଡ଼ା ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ସେ ଏବେ ପୁଣିଥରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।



from Odisha Reporter https://ift.tt/2OkJ7Pm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages