ଗୋଟିଏ ସ୍କୁଲରେ ପଢୁଥିଲେ ଅମ୍ବାନୀ ପରିବାରର ଝିଅ ଓ ବୋହୂ ଈଶା-ଶ୍ଲୋକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଗୋଟିଏ ସ୍କୁଲରେ ପଢୁଥିଲେ ଅମ୍ବାନୀ ପରିବାରର ଝିଅ ଓ ବୋହୂ ଈଶା-ଶ୍ଲୋକା

ମୁମ୍ବାଇ: ଆଜି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବାହାଘର । ଅମ୍ବାନୀ-ମେହେଟ୍ଟା ପରିବାରରେ ଖୁସିର ମାହୋଲ। କୁହାଯାଉଛି, ଏହି ବାହାଘର ଚଳିତ ବର୍ଷର ସବୁଠାରୁ ଆଡମ୍ବରପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ।

ଆକାଶ-ଶ୍ଲୋକାଙ୍କ ବାହାଘର ପରେ ଅମ୍ବାନୀ-ମେହେଟ୍ଟା ପରିବାର ମଧ୍ୟରେ ସମ୍ପର୍କର ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବ  । ହେଲେ ଏହା ପୂର୍ବରୁ ମୁକେଶ ଲଳନା ଈଶା ଏବଂ ଶ୍ଲୋକାଙ୍କ ମଧ୍ୟରେ ସମ୍ପର୍କ ରହିଛି । ସେମାନେ ପରସ୍ପରକୁ ପୂର୍ବରୁ ଜାଣନ୍ତି। ଉଭୟେ ଗୋଟିଏ ସ୍କୁଲରେ ପଢୁଥିଲେ। ଏକାଠି ଅନେକ ଫଟୋ ମଧ୍ୟ ଉଠାଇଥିଲେ।

ଏବେ ଶ୍ଲୋକା ଅମ୍ବାନୀ ପରିବାରକୁ ବୋହୂ ହୋଇ ଆସିବା ଅବସରରେ ପିଲାଦିନର ଏହି ଫଟୋସବୁ ସୋଶାଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଅବଶ୍ୟ ଏହା ପୂର୍ବରୁ ଈଶାଙ୍କ ନିର୍ବନ୍ଧ ସମୟରେ ଉଭୟେ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2Tt7i42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages