ବାଲୁକାକଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମାନସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବାଲୁକାକଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମାନସ

ପୁରୀ(ଓଡ଼ିଶା ରିପୋର୍ଟର): ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ଗୋପାଳକ୍ରିଷ୍ଣ ପ୍ରଭୁ ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ତଳେ ଲେଖିଛନ୍ତି ‘ଟ୍ରିବ୍ୟୁଟ୍‌ ଟୁ ଗୋଆ ସିଏମ୍‌ ମନୋହର ପାରିକର’। ଏହାକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା। ଏଥିପାଇଁ ସେ ୧୦ ଟନ୍‌ ବାଲି ବ୍ୟବହାର କରିଛନ୍ତି।

ବର୍ଷେଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଶେଷରେ ଗତକାଲି ସନ୍ଧ୍ୟାରେ ପାରିକର ଇହଧାମ ତ୍ୟାଗ କରିଛନ୍ତି। ସମସ୍ତଙ୍କୁ ଶୋକାକୁଳ ପରିବେଶରେ ଛାଡ଼ି ସେ ଚାଲି ଯାଇଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଆଜି ଗୋଆ ମେରାଇନ୍‌ ବିଚ୍‌ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି।



from Odisha Reporter https://ift.tt/2Fkkrn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages