ଟିକେଟ ବଣ୍ଟନକୁ ନେଇ ଦଳୀୟ ଅସନ୍ତୋଷ ଥିବା ମାନିଲେ ଅରୁଣ ସାହୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଟିକେଟ ବଣ୍ଟନକୁ ନେଇ ଦଳୀୟ ଅସନ୍ତୋଷ ଥିବା ମାନିଲେ ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ।  ପ୍ରାର୍ଥୀ ଜଣେ ହେବେ, ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । କାଁଭାଁ, ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି । ବଡ଼ ପରିବାର, କେଉଁଠି କିଛି ଅସୁଖୀ ହେବା ସ୍ୱାଭାବିକ୍ କଥା।

ତେବେ ସମସ୍ତ କଥାକୁ ସମାଧାନ କରିବାକୁ ପ୍ରକ୍ରିୟା ଜାରି ରହିଥିବା ଅରୁଣ କହିଛନ୍ତି। ୯୦ରୁ ୯୫ ପ୍ରତିଶତ ସମାଧାନ ସରିଛି। ତେବେ ଯେଉଁଠି କାଁଭାଁ ରହୁଛି ସେଠାରେ କିପରି ସମାଧାନ କରାଯାଇପାରିବ ଉଦ୍ୟମ ଚାଲୁଛି ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2WfsIyx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages