ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ

schoolvan

କେନ୍ଦୁଝର (ପ୍ରଣୟ ପାଣି): ସର୍ଟ ସର୍କିଟରୁ ଜଳିଗଲା ସ୍କୁଲ ଭ୍ୟାନ୍। ତେବେ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ-କରଞ୍ଜିଆ ରାସ୍ତାର ଧାନବେଣୀ ଛକ ନିକଟରେ ଆଜି ଘଟିଛି ଏ ଘଟଣା।

ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ପାଟଣା ସରସ୍ୱତୀ ବିଦ୍ୟା ମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ବଡ଼ବିଲ ଯାଉଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ପୂରା ଗାଡ଼ିକୁ ନିଜ କବଳକୁ ନେବା ପୂର୍ବରୁ ଛାତ୍ରଛାତ୍ରୀ ଓ ଡ୍ରାଇଭର ଏଥିରୁ ଓହ୍ଲାଇ ଯାଇଥିଲେ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।



from Odisha Reporter https://ift.tt/2JnPiU5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages