
ପାଟଣା: ବିହାର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଟ୍ରେନ ଦୁର୍ଘଟଣା ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନଚ୍ଯୁତ ହୋଇଥିବା ଜଣାପଡ଼ିଛି। ତେବେ ସୂଚନା ଅନୁଯାୟୀ ୪ଜଣ ଆହତ ହୋଇଥିବା ବେଳେ କୌଣସି ମୃତାହତ ହୋଇନଥିବା ସୂଚନା ରହିଛି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।
13 coaches of 19046 Chhapra-Surat Taptiganga Express derail at Gautamsthan at 9.45 am; no casualty reported pic.twitter.com/TAkRJ0onEh
— Doordarshan News (@DDNewsLive) 31 March 2019
from Odisha Reporter https://ift.tt/2I0ohnf
No comments:
Post a Comment