
ମୁମ୍ବାଇ: ଆଜି ରଙ୍ଗର ପର୍ବ ହୋଲି। ସବୁଠି ଖୁସିର ମାହୋଲ। ଏଥିପାଇଁ ବଲିଉଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି। ବଲିଉଡ୍ କଳାକାର ମାନେ ନିଜ ପ୍ରଶଂସକ ମାନଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି। ହ୍ରିତିକ୍ ରୋଶନଙ୍କଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ବଲିଉଡ୍ କଳାକାରମାନେ ଟ୍ୱିଟ୍ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି।
This Holi, witness the shades of bravery on the big screens. #Kesari in cinemas now! #RangDeKesari https://t.co/3XndVtcKUJhttps://t.co/7SzZ28HTtw pic.twitter.com/qNvLs9AlJj
— Akshay Kumar (@akshaykumar) March 21, 2019
ଟ୍ୱିଟ୍ କରି ଅକ୍ଷୟ କହିଛନ୍ତି- ‘ହୋଲି ଆପଣଙ୍କ ଜୀବନରେ ଖୁସିର ରଙ୍ଗ ଭରିଦେଉ। ଆପଣଙ୍କୁ ହୋଲିର ଶୁଭକାମନା।’
May the spirit and colors of Holi fill you with happiness, peace and love. Happy Holi beautiful people. #HappyHoli
— Hrithik Roshan (@iHrithik) March 21, 2019
ହ୍ରିତିକ୍ ରୋଶନ କହିଛନ୍ତି- ‘ହୋଲିର ଭାବନା ଆପଣଙ୍କୁ ଖୁସି , ଶାନ୍ତି ଏବଂ ପ୍ରେମ ଦେଉ, ହୋଲିର ଶୁଭକାମନା।’
Happy Holi!! pic.twitter.com/eW9UCN7foc
— Madhuri Dixit Nene (@MadhuriDixit) March 21, 2019
ବଲିଉଡ଼ର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ନିଜ ଫ୍ୟାନ୍ମାନଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି- ‘ଏଥର ହୋଲିରେ ଚାଲନ୍ତୁ ଆମେ ସମସ୍ତଙ୍କ ପାଇଁ ଏକ ରଙ୍ଗିନ୍ ଦୁନିଆର ଚିତ୍ର କରିବା। ସୁରକ୍ଷିତ ରୁହନ୍ତୁ। ଦାୟିତ୍ୱର ସହ ଖୁସି ରୁହନ୍ତୁ।’
ସେପଟେ ଡ୍ରିମ୍ ଗାର୍ଲ ହେମାମାଳିନୀ ମଧ୍ୟ ସମସ୍ତଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି।
from Odisha Reporter https://ift.tt/2Y7EOvc
No comments:
Post a Comment