ପ୍ରାର୍ଥୀଙ୍କ ବିମାନ ଉଡ଼ାଣ ଉପରେ ନିଜର ରଖିବ ଏଟିଏସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପ୍ରାର୍ଥୀଙ୍କ ବିମାନ ଉଡ଼ାଣ ଉପରେ ନିଜର ରଖିବ ଏଟିଏସ

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କର ନିର୍ବାଚନ ସଂକ୍ରାନ୍ତୀୟ ବିମାନ ଉଡ଼ାଣର ହିସାବ ରଖିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିଏସ) ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ଘରୋଇ ବିମାନ, ହେଲିକପ୍ଟର ଯଦି ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀ ବ୍ୟବହାର କରୁଛନ୍ତି ଏବଂ ପ୍ରଚାର ବେଳେ ବ୍ୟବହୃତ ବିମାନରେ କିଏ କିଏ ଯାଉଛନ୍ତି ଏ ସମସ୍ତର ହିସାବ ରଖିବ ଏଟିଏସ । ଏ ନେଇ ସମସ୍ତ ରାଜ୍ୟକୁ ନୋଟିସ ପଠାଇଛି ଏଟିଏସ ।

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସମସ୍ତ ପ୍ରାର୍ଥୀଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକସନ ଉପରେ ନଜର ରଖିବ । ପ୍ରାର୍ଥୀ ପିଛା ୧୦ ଲକ୍ଷ ଟଙ୍କା ରହିଛି ଖର୍ଚ୍ଚର ଅବଧି। ପ୍ରଚାରବେଳେ ଟଙ୍କା ନେବାର କୌଣସି ବାରଣ ନାହିଁ, କିନ୍ତୁ ଇନକମ୍ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟ ହିସାବ ମାଗିଲେ ସମସ୍ତ ପ୍ରମାଣ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2F7qdaD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages