ରାମ ମନ୍ଦିର ଫିଲ୍ମ ଉପରେ ରୋକ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ରାମ ମନ୍ଦିର ଫିଲ୍ମ ଉପରେ ରୋକ ଆବେଦନ ଖାରଜ

ନୂଆଦିଲ୍ଲୀ: ବିଭିନ୍ନ ସିନେମା ହଲରେ ରାମ ଜନ୍ମଭୂମିକୁ ନେଇ ପ୍ରସ୍ତୁତ ଏକ ଫିଲ୍ମର ପ୍ରଦର୍ଶନ ବିରୋଧରେ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଦର୍ଶାଇଥିଲେ କି ଏହି ଫିଲ୍ମ ସିନେମା ହଲରେ ପ୍ରଦର୍ଶିତ ହେଲେ ଅଯୋଧ୍ୟା ବିବାଦକୁ ନେଇ ଜାରି ରହିଥିବା ମଧ୍ୟସ୍ଥତା ପ୍ରକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିବ।
 
ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଅଯୋଧ୍ୟା ଜମି ବିବାଦରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ବିଶେଷ ଏବଂ ଫିଲ୍ନ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କର କୌଣସି ସମ୍ବନ୍ଧ ନାହିଁ।
 
ରାମ ଜନ୍ମଭୂମି ଫିଲ୍ନଟି ନିର୍ଦ୍ଦେଶନା ଦେଇଛନ୍ତି ସନୋଜ ମିଶ୍ରା। ବିବାଦିତ ଅଯୋଧ୍ୟାର ରାମ ମନ୍ଦିର ପ୍ରସଙ୍ଗକୁ ନେଇ ତିଆରି ହୋଇଛି। ସେପଟେ ଏହିଭଳି ଏକ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କହିଥିଲେ ସମାଜରେ ବଞ୍ଚିବା ପାଇଁ ହେଲେ ସହିଷ୍ଣୁ ହେବାକୁ ପଡ଼ିବ।


from Odisha Reporter https://ift.tt/2OsphSe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages