ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀ ଲିଙ୍ଗରାଜଙ୍କ ପରମ୍ପରା ପୁଣି ଭାଙ୍ଗିଲା। ପୁଣି ଥରେ ଏ ବର୍ଷ ହୋଇ ପାରିଲା ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଜାତ। ସେବାୟତ-ସେବାୟତ ଲାଗି ଠାକୁରଙ୍କ ନୀତି ଭାଙ୍ଗିଛି। ଶ୍ରୀ କପିଳନାଥଙ୍କ ସେବକ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ସେବକଙ୍କ ମଧ୍ୟରେ ପୂର୍ବରୁ ରହିଥିବା ବିବାଦ ଯୋଗ ଠାକୁରଙ୍କ ନୀତି ଶୃଙ୍ଖଳିତ ହୋଇପାରୁ ନାହିଁ ବୋଲି କୁହାଯାଉଛି।

୨୦୧୫ରୁ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେଉ ନ ଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି।

ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତି



from Odisha Reporter https://ift.tt/2NQRJwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages