ଫେଲ ମାରିଲା ଡକାୟତି ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଫେଲ ମାରିଲା ଡକାୟତି ଉଦ୍ୟମ

ଖୋର୍ଦ୍ଧା (ବଳରାମ ଲେଙ୍କା) :ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସୋରଣର ସୁରେଶ ଦାସ ଓ ହଳଦିଆର ଗୁରୁବାରୀ ନାୟକ ଏବଂ ବାଲେଶ୍ୱର ଅଂଚଳର ରାକେଶ ମଣ୍ଡଳିଆ। ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ , ଗୁଳି ଏବଂ ୨ଟି କଟୁରୀ ଜବତ କରିଛି।



from Odisha Reporter https://ift.tt/2WtbCgC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages