୧୮ ମାର୍ଚ୍ଚ, ସୋମବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

୧୮ ମାର୍ଚ୍ଚ, ସୋମବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

rashi

ମେଷ: ଅଧିକ ଚିନ୍ତିତ ରହିବେ। ଫଳରେ ଯେକୌଣସି କଥା ଓ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ପତ୍ତି ଉପରେ ଚର୍ଚ୍ଚା କରନ୍ତୁ ନାହିଁ।

ବୃଷ:  ଚିନ୍ତାଗ୍ରସ୍ତ ରହିବେ। ବ୍ୟବସାୟ ସମ୍ପର୍କିତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଥିବା ଚିନ୍ତା ଦୂର ହେବ।

ମିଥୁନ: ଆର୍ଥିକ ସଙ୍କଟ ଦୂର ହେବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ।

କର୍କଟ: ଆର୍ଥିକ ଲାଭ ମିଳିବ। ସୁସ୍ୱାଦୁ ଭୋଜନ ଖାଇବେ। ଶାରୀରିକ ଓ ମାନସିକ ସ୍ତରରେ ଆନନ୍ଦ ମିଳିବ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ: କୋର୍ଟ କଚେରୀ ମାମଲାରୁ ଦୂରରେ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଆଜି କୌଣସି କ୍ଷେତ୍ରରେ ନିବେଶ କରନ୍ତୁ ନାହିଁ।

କନ୍ୟା: ବିଦେଶ ଯାତ୍ରା ଯୋଗ ରହିଛି। ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଚାକିରି କରିଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ବିଛା: ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। ବ୍ୟବସାୟିକ କ୍ଷେତ୍ରରେ ଥିବା ଲୋକଙ୍କର ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ଧନୁ: ପରିବାରର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ କରିପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ମକର: ଧନଲାଭ ଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

କୁମ୍ଭ:  ଅଟକି ରହିଥିବା ଧନ ମିଳିବ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ପେଟରେ ଯନ୍ତ୍ରଣା ହୋଇପାରେ। ମନରେ ଭୟ ରହିବ।



from Odisha Reporter https://ift.tt/2Y60FDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages