ରଙ୍ଗ ଖେଳିଲେ ବିଜେପି ନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ରଙ୍ଗ ଖେଳିଲେ ବିଜେପି ନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ଉଷ୍ମ ହୋଇଛି ଓଡ଼ିଶାରେ ରାଜନୈତିକ ପାଣିପାଗ। ଠିକ୍‌ ଏତିକି ବେଳେ ଆସିଛି ରଙ୍ଗର ପର୍ବ ହୋଲି। ରାଜନୈତିକ ଉଷ୍ମତାକୁ ହୋଲି ଦ୍ୱି’ଗୁଣିତ କରିଛି। ହୋଲି ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏନ୍‌-୪ ପାର୍କ ଆଜି ରଙ୍ଗୀନ ହୋଇଛି।

ରଙ୍ଗ ଖେଳିଛନ୍ତି ପ୍ରଶାସିକାରୁ ନେତା ହୋଇଥିବା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ। ସେ ବରିଷ୍ଠ ନାଗରିକ, ମହିଳା ଓ ଯୁବପିଢ଼ିଙ୍କ ସହିତ ରଙ୍ଗ ଖେଳିଛନ୍ତି।



from Odisha Reporter https://ift.tt/2Hxpva7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages