କମିଲା ସୁନା ଓ ରୁପା ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ସୁନା ଓ ରୁପା ଦର ପୁଣି କମିଛି। ୧୦ ଗ୍ରାମ ପିଛା ସୁନାର ଦାମ ୨୮୦ ଟଙ୍କା କମିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ଦର ହ୍ରାସ ପାଇଛି ଏବଂ ଏହାର ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି। ଯାହାର ପ୍ରଭାବରେ ୧୦ ଗ୍ରାମ ପିଛା ୨୮୦ ଟଙ୍କା କମି ୩୨, ୮୩୦ ଟଙ୍କା ହୋଇଛି ସୁନା ଦର। ସେହିପରି ରୁପାର ଦାମ କିଲୋଗ୍ରାମ ପିଛା ୩୪୫ଟଙ୍କା କମି ୩୮ ହଜାର ୭୨୫ ଟଙ୍କା ହୋଇଛି। ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ଏହି ସୂଚନା ଦେଇଛି।

ଦିଲ୍ଲୀରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ଦାମ ୨୮୦ ଟଙ୍କା କମି ୩୨ ହଜାର ୮୩୦ରୁ ୩୨ ହଜାର ୬୬୦ ଟଙ୍କା ହୋଇଛି। ସେହିପରି ରୁପା ଦର ୩୪୫ ଟଙ୍କା କମି କେଜି ପିଛା ୩୮ ହଜାର ୭୨୫ ଟଙ୍କା ହୋଇଛି।



from Odisha Reporter https://ift.tt/2W8Xnx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages