
ଭୁବନେଶ୍ୱର(ଓଡିଶା ରିପୋର୍ଟେର): ମଙ୍ଗଳବାର ରାତିରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରୀରାଜପୁର ଗ୍ରାମର ପ୍ରଭୁ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥଙ୍କ ପବିତ୍ର ପଞ୍ଚୁଦୋଳ ମେଳଣ ଉତ୍ସବ ଶୁଭାରମ୍ଭ ହୋଇଛି। ଆତସବାଜିରେ ଶ୍ରୀ ସୋମନାଥଙ୍କୁ ମେଳଣ ପଡିଆକୁ ପାଛୋଟି ନିଆ ଯାଇଥିଲା। ଶୁକ୍ରବାର ଯାଏ ମେଳ ଉତ୍ସବ ଚାଲିବ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।













ଫଟୋ- ମୁନା ଜାଳି
from Odisha Reporter https://ift.tt/2Uen2HC
No comments:
Post a Comment