ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଇ ଦଳ ଛାଡ଼ିଲେ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଇ ଦଳ ଛାଡ଼ିଲେ ବିଜେପି ସାଂସଦ

ଲକ୍ଷ୍ନୌ: ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମୈ ଭି ଚୌକିଦାର ପ୍ରଚାର ଦ୍ୱାରା ପ୍ରଭାବିତ ହୋଇଛନ୍ତି ବିଜେପିର ଜଣେ ଉତ୍ତର ପ୍ରଦେଶ ସାଂସଦ। ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ନିଜର ଇସ୍ତଫାପତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଥିବା ଚୌକିଦାରଙ୍କୁ ଦେଇ ପଦ୍ମ ଦଳକୁ ବାଏବାଏ କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସହ କିଛି ଟଙ୍କା ମଧ୍ୟ ଅଫିସର ବାହାରେ ବସିଥିବା ଚୌକିଦାରଙ୍କୁ ଦେଇଛନ୍ତି।

ତାଙ୍କ ନାଁ ଅନଶୁଲ ବର୍ମା ହୋଇଥିବା ବେଳେ ସେ ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶର ହରଦୋଇ ଆସନରୁ ଜିତିଥିଲେ।

ଏଥିର ମଧ୍ୟରେ ସେ ଏହି ଆସନରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍‌ ଦେଇ ନାହିଁ। ତାଙ୍କ ବଦଳରେ ଏଥର ଏହି ଆସନରେ ବିଜେପି ଜୟପ୍ରକାଶ ରାୱତଙ୍କୁ ପ୍ରାର୍ଥୀ କରିଛି।
ଶ୍ରୀ ବର୍ମା ବିଜେପିରୁ ଇସ୍ତଫା ଦେବା ପରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି।



from Odisha Reporter https://ift.tt/2YtztyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages