
ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ରେଳ ଫାଟକ ନିକଟରେ ଟ୍ରକ୍ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବ ନାଣକା। ତାଙ୍କ ଘର ବିଷମ କଟକ ଥାନା ଅନ୍ତର୍ଗତ ମର୍ଥଗୁଡ଼ାରେ।
ଟ୍ରକ୍ଟି ରେଳ ଫାଟକ ପାର ହେଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପଛକୁ ଗଡ଼ି ଆସିଥିଲା। ସେହି ସମୟରେ ଟ୍ରକ୍ ପଛରେ ବୈଷ୍ଣବ ଥିଲେ। ସେ ବାଇକ୍ରେ ଯାଉଥିଲେ। ଟ୍ରକ୍ଟି ଗଡ଼ି ଯାଇ ତାଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2FCBCiO
No comments:
Post a Comment