ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁ ଉଦ୍ଧାର, ଦୁଇ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁ ଉଦ୍ଧାର, ଦୁଇ ଗିରଫ

ପାଟଣାଗଡ଼ (ବଂଶୀଧର ସେଠ୍‌): ପାଟଣାଗଡ଼ ମେଡିକାଲରୁ ଚୋରି ହୋଇଥିବା ଶିଶୁପୁତ୍ରର ପତ୍ତା ମିଳିଲା। ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଚୋରିରେ ସଂପୃକ୍ତ ଥିବା ମହିଳାଙ୍କ ସମେତ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି।

ଗତ ୬ ତାରିଖରେ ପାଟଣାଗଡ଼ ମେଡିକାଲରୁ ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ। ପରେ ଧରିବା ବାହାନାରେ ନବଜାତ ପୁତ୍ରକୁ ଧରି ଚମ୍ପଟ ମାରିଥିଲେ। ପୁଲିସ  ଘଟଣାର ସିସିଟିଭି ଫୁଟେଜ୍, ବାଇକ୍ ନମ୍ବରକୁ ଆଧାର କରି ଖୋଲତାଡ଼ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା।



from Odisha Reporter https://ift.tt/2J28mXR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages