ବିଅର ପାଉଡର ଆଣିଲା କିଙ୍ଗଫିଶର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ବିଅର ପାଉଡର ଆଣିଲା କିଙ୍ଗଫିଶର

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମଦ କମ୍ପାନୀ କିଙ୍ଗଫିଶର ନିଜ ବ୍ୟବସାୟକୁ ଆଉ ପାଦେ ଆଗେଇ ନେଇଛି। କାଚ ବୋତଲ ଓ କ୍ୟାନ ବିଅର ପରେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ବିଅର ପାଉଡର ବା ଇନଷ୍ଟାଣ୍ଟ ମିକ୍ସ ବଜାରକୁ ଆଣିଛି। ଏହି ପାଉଡରକୁ ପାଣିରେ ମିଶାଇଲେ ଏହା ବିଅରରେ ରୂପାନ୍ତରିତ ହେବ ବୋଲି କିଙ୍ଗଫିଶର ଏକ  ଭିଡିଓ ଜାରି କରି ସ୍ପଷ୍ଟ କରିଛି।

ବିଅର ବୋତଲ କିମ୍ବା କ୍ୟାନକୁ ଥଣ୍ଡା ରଖିବା ପାଇଁ ଫ୍ରିଜର ବ୍ୟବହାର ହେଉଥିବାବେଳେ ଏହି ପାଉଡର କିନ୍ତୁ ପାଣିରେ ମିଶାଇବା ପରେ ଫ୍ରିଜରେ ରହୁଥିବା ବିଅର ଭଳି ତାଜା ସ୍ୱାଦ ଦେବ ବୋଲି ଏକ ଭିଡିଓ ଜରିଆରେ କିଙ୍ଗଫିଶର  କମ୍ପାନୀ ଦାବି କରିଛି।


from Odisha Reporter https://ift.tt/2JUURcQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages