ଗୁଡ୍ ଛକରୁ ବ୍ୟାଡ୍ ନ୍ୟୁଜ୍‌: ଦୁଇ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଛାଡ଼ି ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଗୁଡ୍ ଛକରୁ ବ୍ୟାଡ୍ ନ୍ୟୁଜ୍‌: ଦୁଇ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଛାଡ଼ି ପଳାଇଲେ

two

ସୋର (ଶଶିକାନ୍ତ ବେହେରା): ଗୁଡ୍‌ ଛକରୁ ଏକ ବ୍ୟାଡ୍ ନ୍ୟୁଜ୍ ଆସିଛି। ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଅନନ୍ତପୁର ରାସ୍ତାରେ ପଡୁଥିବା ଏହି ଗୁଡ୍ ଛକ ନିକଟରୁ ଆଜି ୨ ଜଣ ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ୍ ଓ ଚାଇଲ୍ଡ ଲାଇନ୍‌କୁ ଖବର ଦିଆଯାଇଛି।

କିଏ ଓ କାହିଁକି ଏ ଦୁଇ ନବଜାତ ଶିଶୁଙ୍କୁ ଏଠାରେ ଛାଡ଼ି ପଳାଇଲା, ତାହା ଜଣାପଡ଼ି ନାହିଁ। ତେବେ ଗୋଟିଏ ଶିଶୁର ମୁହଁ ଟିକେ କଳା ପଡ଼ିଯାଇଥିଲା।

ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter http://bit.ly/2P3dUke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages