ନାମାଙ୍କନ ଭରିଲେ ଦିଗବିଜୟ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ନାମାଙ୍କନ ଭରିଲେ ଦିଗବିଜୟ ସିଂହ

ଭୋପାଲ: ମଧ୍ୟପ୍ରଦେଶରେ ଭୋପାଲ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ ବିଜୟ ସିଂହ।

ନିଜ ସମର୍ଥକଙ୍କ ସହ ଏକ ବିଶାଳ ରାଲି କରିବା ପରେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଦିଗବିଜୟ ଓ ତାଙ୍କ ସ୍ତ୍ରୀ ଅମ୍ରିତା ସିଂହ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର। ସାଧ୍ୱୀ ପ୍ରାର୍ଥୀପତ୍ର ଦାଖଲ କେବେ ନାମାଙ୍କନ ଭରିବେ ସୂଚନା ମିଳି ନାହିଁ।  ମେ ୧୨ରେ ହେବାକୁ ଥିବା ଷଷ୍ଠ ପର୍ଯାୟ ନିର୍ବାଚନରେ ଭୋପାଲ ଲୋକସଭା ଆସନ ପାଇଁ ମତଦାନ ହେବ।



from Odisha Reporter http://bit.ly/2GyvU3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages