ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର)ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକ ସର୍ଗତ ପଞ୍ଚାୟତ ଜୁରାବନ୍ଦ ଗାଁରେ ଆଜି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଭୋଟର ଲିଷ୍ଟ ଥିବା ଦେଖିବାକୁ ମିଳି ଥିଲା।

ଏହି ଭିଡିଓରେ ବିଜେଡିର ସକ୍ରିୟ କର୍ମୀ ମାନଭଞ୍ଜନ ମିଶ୍ରଙ୍କୁ ଦେଖିବାକୁ ମିଳିଛି । ତେବେ ଭୋଟରଙ୍କୁ ଟଙ୍କା ବଣ୍ଟା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ।



from Odisha Reporter http://bit.ly/2ZjuqkM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages