କ୍ୟାରିୟରର ୧୦୧ ତମ ଟାଇଟଲ୍‌ ଜିତିଲେ ଫେଡେରର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

କ୍ୟାରିୟରର ୧୦୧ ତମ ଟାଇଟଲ୍‌ ଜିତିଲେ ଫେଡେରର୍‌

ମିଆମି: ବିଶ୍ୱର ପ୍ରସିଦ୍ଧ ଟେନିସ୍‌ ଖେଳାଳି ତଥା ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡରର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ନିଜ ଟେନିସ୍‌ କ୍ୟାରିୟରର ୧୦୧ ତମ ଟାଇଟଲ୍‌ ହାତରେ ସକ୍ଷମ ହୋଇଛନ୍ତି।

ରବିବାର ବିଳମ୍ବିତ ରାତିରେ ଏଟିପି ମିଆମି ଓପନ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ରେ ଫେଡରର ଡିଫେଣ୍ଡି ଚାମ୍ପିୟନ ଜନ୍‌ ଇସ୍‌ନେରଙ୍କୁ ପରାସ୍ତ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ଫେଡରର୍‌ ପ୍ରତିପକ୍ଷ ଜନ୍‌ଙ୍କୁ ସିଧାସଳଖ ୬-୧ ଓ ୬-୪ ସେଟ୍‌ରେ ପରାସ୍ତ କରିଥିଲେ।

ଏହି ବିଜୟ ସହ ଫେଡରର ୪ର୍ଥ ଥର ପାଇଁ ମିଆମି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍‌ ହେବାର ରେକର୍ଡ ମଧ୍ୟ କରିଛନ୍ତି। ଟେନିସ୍‌ ଇତିହାସରେ ଅନ୍ୟତମ ମହାନ ଖେଳାଳିର ଆଖ୍ୟା ପାଇଥିବା ଫେଡରର୍‌ ୧୫୪ ଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଖେଳିବାର ଆଉ ଉପଲବ୍ଧି ହାସଲ କରିଛନ୍ତି।



from Odisha Reporter https://ift.tt/2UfDxTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages